• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 25th Sep To 1st Oct 2023: ଜାଣନ୍ତୁ, କେମିତି କଟିବ ଆପଣଙ୍କ ଏହି ସପ୍ତାହ

ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଟି ଆଜି ଅଳ୍ପ ପ୍ରୟାସରେ ହୋଇଯିବ ।

Aquarius

କୁମ୍ଭ

Monday 25 Sep 2023

ଶାରୀରିକ ଅସୁସ୍ଥତା ଯୋଗୁ ଧନ ଖର୍ଚ୍ଚ ହୋଇପାରେ । ବାକ୍ ସଂଯମ ରୁହନ୍ତୁ ନଚେତ୍ ବାଦବିବାଦ ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ଅଳସୁଆମି ବୃଦ୍ଧିହେତୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ଗାଳି ଶୁଣିବାକୁ ପଡିପାରେ । ଶିକ୍ଷାର୍ଥୀ ମାନେ ଲକ୍ଷ ହାସଲ ଦିଗରେ ଆଗେଇବେ ।  ଆନୁଷ୍ଠାନିକ କ୍ଷେତ୍ରରେ ପଦମର‌୍ୟ୍ୟାଦା ବୃଦ୍ଧି ଘଟିବ । ଆଗାମୀ ମାଙ୍ଗଳିକ କାର‌୍ୟ୍ୟ ସକାଶେ ତପତ୍ରତା ବଢ଼ିପାରେ । ପ୍ରକାଶନ, ପ୍ରଶାସନ ଓ ପରିବହନ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର- ନିଜ ପାଖରେ ଲୁହାରେ ନିର୍ମିତ ଶନିଙ୍କର ଯନ୍ତ୍ରଟିଏ ରଖନ୍ତୁ