ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।
କର୍ମ କ୍ଷେତ୍ରରେ ବୃଦ୍ଧି ଖଟାଇ ସବୁ କାର୍ଯ୍ୟ ହାସଲ କରିବେ। ଶାରିରୀକ ପୀଡା ସହ ଦୁଶ୍ଚିନ୍ତା ବଢିବ। ଭଗବାନ୍କୁ ସୁମରଣ ଦ୍ୱାରା ମନସ୍କାମନା ପୂରଣ ହେବ। ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ। ଚାକିରିରେ ସହକର୍ମୀମାନେ ସହଯୋଗ କରିବେ। ବିଶ୍ୱାସୀ ଲୋକମାନେ ଧୋକା ଦେଇପାରନ୍ତି । ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତରେ ରଖନ୍ତୁ । ଧର୍ମ ଭାବନାରେ ମନ ଲାଗି ରହିବ । ଅବିବାହିତମାନଙ୍କ ପାଇଁ ବିବାହ ଦିନ ସ୍ଥିରିକୃତ ହେବ। ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ। ମହିଳା ମାନେ ଧର୍ମପରାୟଣ ରହିବେ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସା ଭାଜନ ହେବେ।
ପ୍ରତିକାର ପାଇଁ- କଳା ରଙ୍ଗର ପୋଷାକ ପରିଧାନ କରନ୍ତୁ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮