ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।
ଚାକିରିରେ ପ୍ରାଧ୍ୟନତା ମିଳିବ ଓ ପ୍ରଚାର ଏବଂ ପ୍ରସାର ଘଟିବ । ପାରିବାରିକ ଜୀବନ ବିଳାସପୂର୍ଣ୍ଣ ରହିବ। ଉପରିସ୍ଥ କର୍ମଚାରୀଙ୍କ ନେତୃତରେ କାର୍ଯ୍ୟ ସମ୍ପାଦନା କରିବେ । ଆୟ ଉତ୍ତମ ହେବ କିନ୍ତୁ ପାରିବାରିକ ଜୀବନରେ ସେବା ଶ୍ରୁଶ୍ରୁଷା ମିଳିବ। କର୍ମଜୀବିମାନେ କର୍ମପ୍ରବଣତା ପ୍ରୀତି ବୃଦ୍ଧି ପାଇବ। କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଥିବା କାମକୁ ପୂରା କରିବେ। ପ୍ରେମ ସମ୍ପର୍କ ବିଫଳ ହୋଇପାରେ। ଭାଗ୍ୟ ଉଦୟ ହେବ, ମନକୁ ଆନନ୍ଦ ମିଳିବ । ବନ୍ଧୁ ମିଳନ ଏବଂ ପାରିବାରିକ ସୁଖ ମିଳିବ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ। ମହିଳାମାନେ ପରିବାରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ।
ପ୍ରତିକାର ପାଇଁ- ସକାଳୁ ସ୍ନାନ ପରେ ଭଗବାନ ବିଷ୍ଣୁଙ୍କ ଫଟୋ ପାଖରେ ଭୋଗ ଲଗାଇ ସେହି ଭୋଗକୁ ସେବନ କରନ୍ତୁ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫