• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 11th Dec To 17th Dec 2023: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଏହି ସପ୍ତାହ...

ଜୀବନ ସାଥିଙ୍କ ଆଗରେ ନିଜର ମନ କଥା ପ୍ରକାଶ କରିବେ । ପାରିବାରିକ ସ୍ଥିତି ଭଲ ରହିବ । ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି ।

Virgo

କନ୍ୟା

Monday 11 Dec 2023

ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗା ନେଇ ଥିବା ଦ୍ୱନ୍ଦର ସମାଧାନ ହେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇ ମାନସମ୍ମାନ ବୃଦ୍ଧି ହେବ । ଗୃହରେ ଭାତୃବିବାଦ, ପଡୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ ହେବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢାରେ ମନଯୋଗ ଦେବେ ।  
ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :