ଏହି ସପ୍ତାହରେ ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ଏହି ସପ୍ତାହରେ ନୂତନ ଗୃହ ,ବାହ, ଜାଗା ,ଜମି କ୍ରୟ କରିବାର ଯୋଗ ରହିଛି । ଏହି ସପ୍ତାହରେ ଅଚାନକ ଧନ ଲାଭ ହେବାର ଯୋଗ ରହିଛି ।