• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୦ ଏପ୍ରିଲରୁ ୧୬ ଏପ୍ରିଲ ୨୦୨୩: ଏହି ସପ୍ତାହରେ ଅଚାନକ ଧନ ଲାଭ ହେବାର ଯୋଗ ରହିଛି

ଏହି ସପ୍ତାହରେ ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ଏହି ସପ୍ତାହରେ ନୂତନ ଗୃହ ,ବାହ, ଜାଗା ,ଜମି କ୍ରୟ କରିବାର ଯୋଗ ରହିଛି । ଏହି ସପ୍ତାହରେ ଅଚାନକ ଧନ ଲାଭ ହେବାର ଯୋଗ ରହିଛି ।

Libra

ତୁଳା

Sunday 09 Apr 2023

ପାଦରେ ଆଘାତ, ଲିଭରରେ ସାମାନ୍ୟ ସମସ୍ୟା ଆସିପାରେ । ଆଧାତ୍ମିକ ଉନ୍ନତି, ଉଦ୍ୟମରେ ସଫଳତା , ଗୁହରେ ମାଙ୍ଗଲ୍ୟକର୍ମ , ଧର୍ମନୁଷ୍ଠାନରେ ଆୟୋଜନ ଦାୟିତ୍ୱ, ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ । ନୂତନ ଦ୍ରବ୍ୟର କାରବାର, ପ୍ରଚେଷ୍ଠାରେ ମାନ୍ଦା ଯୋଗୁଁ ବ୍ୟବସାୟୀ ମାନେ ବିଶେଷ ଲାଭ ପାଇପାରିବେ ନାହିଁ । ନିଜର ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳିପାରେ । ଛାତ୍ରଛାତ୍ରି ମାନେ ପରିଶ୍ରମ ତୁଳନାରେ ଫଳ ପାଇ ପାରିବେ ନାହିଁ ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :