• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th October 2023: ଏହି ରାଶିର ବ୍ୟକ୍ତି ସାବଧାନ୍‌, ନିଜ ଲୋକ ହଇରାଣରେ ପକାଇବେ

  ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର । ଚନ୍ଦ୍ର –ବୃଷ ପ୍ରାତଃ ୦୬.୫୯ ଗତେ ମିଥୁନ । ତିଥି- ୭ ମୀ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର, ପ୍ରାତଃ ୦୬.୫୯ ଗତେ କନ୍ୟା । ଘାତ ବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Capricorn

ମକର

Thursday 05 Oct 2023

ଉ, ଷାଢା- କର୍ମ କ୍ଷେତ୍ରରେ ସମ୍ମାନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ପରିବାରରେ ଆଲୋଚନା କରିପାରନ୍ତି । ଶାରୀରିକ ପୀଡା ଯୋଗୁ ମନ ବିଚଳିତ ହୋଇପାରେ ।

ଶ୍ରବଣା- ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣଧୀନ କାମଟି ସମ୍ପନ୍ନ କରିପାରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପନ୍ଥା ଅନୁସରଣ କରିବେ ।

ଧନିଷ୍ଠା- ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ପ୍ରେମୀଯୁଗଳ ମାନେ ନିଜ ମନର କଥା ଖୋଲା ହୃଦୟରେ କଥା ହୋଇପାରିବେ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟିତ ହେବେ ।

ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :