• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st October 2023: ଏହି ରାଶିର ବ୍ୟକ୍ତି ସାବଧାନ!! ଯାହାକୁ ବିଶ୍ୱାସ କରିବେ, ସେ ହିଁ ପିଠିରେ ଛୁରି ମାରିବ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଚନ୍ଦ୍ର –ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୪୨ ଗତେ । ୩ୟା ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତ ବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା । ୦୯.୪୨ ଗତେ ୧ ପାଦ- କୃଷିହାନି-ଭୂମିଦାନ ।

Capricorn

ମକର

Sunday 01 Oct 2023

ଉ, ଷାଢା- କୌଣସି ପ୍ରକାରର ସାହାଯ୍ୟ, ସହଯୋଗ ନପାଇଲେ ମଧ୍ୟ ନିଜର ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିପାରିବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ଶ୍ରବଣା- ପଡ଼ୋଶୀ ସ୍ୱାର୍ଥ ହାସଲ ସକାଶେ କଳହ କରିପାରନ୍ତି। କାମଗୁଡ଼ିକ ଠିକଠାକ୍ ହୋଇଯିବ, କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ । ବନ୍ଧୁଙ୍କ ଆଦର, ଗୌରବରେ ଅତୀତ ଦୁଃଖକୁ ପାସୋରି ଦେଇପାରନ୍ତି ।

ଧନିଷ୍ଠା- କେତେକାଂଶରେ ଆଶା ପୂରଣ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅଚାନକ ସମସ୍ୟା ସୃଷ୍ଟି ହୋଇପାରେ।

ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :