• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st October 2023: ଏହି ରାଶିର ବ୍ୟକ୍ତି ସାବଧାନ!! ଯାହାକୁ ବିଶ୍ୱାସ କରିବେ, ସେ ହିଁ ପିଠିରେ ଛୁରି ମାରିବ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଚନ୍ଦ୍ର –ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୪୨ ଗତେ । ୩ୟା ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତ ବାର- ମେଷ ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା । ୦୯.୪୨ ଗତେ ୧ ପାଦ- କୃଷିହାନି-ଭୂମିଦାନ ।

Gemini

ମିଥୁନ

Sunday 01 Oct 2023

ମୃଗଶିରା- କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ସାମୟିକ ଭାବପ୍ରବଣତା କାରଣରୁ ବିଭିନ୍ନ ବିଫଳତାକୁ ନେଇ ଚିନ୍ତିତ ରହିପାରନ୍ତି । ଘରୋଇ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ ।

ଆଦ୍ରା- ବିଦ୍ୟାର୍ଥୀମାନେ ସଫଳତା ହାସଲ କରିବେ । ଅଫିସ କାମ ଚାପାରେ ନିଜକୁ ଆଡ୍ଜଷ୍ଟ କରିବାକୁ ବାଧ୍ୟ ହେବେ । ପାରିବାରିକ ସ୍ଥିତି, ପରିବହନ, ନିର୍ମାଣ, ଯାନ୍ତ୍ରିକ ଜିନିଷର ବ୍ୟବସାୟ ପାଇଁ ଭଲ ।

ପୁନର୍ବସୁ- ଛୋଟ ଛୋଟ ସାଧାରଣ କଥାକୁ ନେଇ ମାନସିକ ସ୍ତରରେ ଉତ୍ତେଜିତ ରହିବେ । ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍ ବୁଝିବେ । ବ୍ୟବସାୟରେ ଲାଗି ରହିଥିବା ପ୍ରତିଦ୍ୱନ୍ଦିତା କମ୍ ହେବ ।

ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :