• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଜମି କ୍ରୟ କରିପାରନ୍ତି . . .

ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର , ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮ ଗତେ ବିଛା, କର୍କଟ ।

Capricorn

ମକର

Wednesday 09 Nov 2022

ଉ , ଷାଢା - ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ । ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । 

ଶ୍ରବଣା – ରାଜନୀତିରେ ସତର୍କ ରହି କାର୍ଯ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ ।

ଧନିଷ୍ଠା – ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ସନ୍ତାନଙ୍କ ଚିନ୍ତାରେ ରହିବେ

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :