• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଜମି କ୍ରୟ କରିପାରନ୍ତି . . .

ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର , ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮ ଗତେ ବିଛା, କର୍କଟ ।

Scorpio

ବିଛା

Wednesday 09 Nov 2022

ବିଶାଖା – ବ୍ୟବସାୟରେ ତୃପ୍ତ ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ । ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ ।

ଅନୁରାଧା – କର୍ମକ୍ଷେତ୍ରରେ ଯେଉଁ କାମ ହାତକୁ ନେବେ ସେଥିରେ ବିଫଳ ହେବେ । ପିଲାମାନେ ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି ।

ଜ୍ୟେଷ୍ଠା – କୋର୍ଟରେ ଶୁଭ ଫଳ ପାଇବେ । ମହିଳାମାନେ ନିରାଶବାଦୀ ରହିବେ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :