• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Nov 2022: ଏହି ରାଶିର ବ୍ୟକ୍ତି ଆଜି ନୂଆ ଜମି କ୍ରୟ କରିପାରନ୍ତି . . .

ସୌର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର , ଚନ୍ଦ୍ର – ମେଷ ପ୍ରାତଃ ୦୭/୫୮ ଗତେ ବୃଷ । ତିଥି- ପ୍ରତିପଦ ସନ୍ଧ୍ୟା ୦୫/୧୭ ଗତେ ୨ୟା । ଘାତ ଚନ୍ଦ୍ର- ମେଷ ପ୍ରାତଃ ୦୭/୫୮ ଗତେ ବିଛା, କର୍କଟ ।

Leo

ସିଂହ

Wednesday 09 Nov 2022

ମଘା – ରୋଗପୀଡା ପାଇଁ ଚିନ୍ତାରେ ରହିବେ । ବ୍ୟବସାୟରେ କ୍ଷତିରେ ପଡିପାରନ୍ତି । ଘରକାମରେ ଭାଇ-ଭଉଣୀମାନେ ସହଯୋଗ କରିବେ ।

ପୂ , ଫାଲଗୁନୀ - ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ଉଦ୍ଦିଷ୍ଟ କାର୍ଯ୍ୟ ସିଦ୍ଧି ହେବ । ଶିକ୍ଷାର୍ଥୀ ମାନେ ପଢାରେ ଚିନ୍ତିତ ରହିବେ ।

ଉ ,ଫାଲଗୁନୀ – ଭୂସମ୍ପତି ସମାନ ପରିମାଣରେ ଭାଗ ହୋଇପାରେ । ମହିଳା ମାନେ ପୀଡା ଭୋଗିବେ ।

 ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :