• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th April 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆଶାଠୁ ଅଧିକ ଲାଭ ମିଳିବ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ 

Gemini

ମିଥୁନ

Saturday 08 Apr 2023

ମୃଗଶିରା-  ମାନ,ସମ୍ମାନ, ସକଳ ଐଶ୍ୱର୍ଯ୍ୟର ଅଧିକାରୀ ହେବେ । ବ୍ୟବସାୟ କାମରେ ଦୂର ଜାଗାକୁ ଯିବେ । ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ । ଚାକିରିରେ ପ୍ରମୋସନ ମିଳିପାରେ । ମହିଳାମାନେ ପରିବାରରେ ଗୁରୁ ଦାୟିତ୍ୱ ତୁଲାଇବେ     
ଆଦ୍ରା- ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବହୁତ ଭଲ କରିବେ । ପ୍ରତିବାଦର ସାମ୍ନାକୁ କରିବାକୁ ପଡିପାରେ । ବ୍ୟସ୍ତତା ଭିତରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ବୋଧ କରିବେ । ମହିଳା ମାନେ ଉଦାର ସ୍ୱଭାବର ରହିବେ
ପୁନର୍ବସୁ- କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍‌ଠାକ୍‌ ହୋଇଯିବ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :