• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th April 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆଶାଠୁ ଅଧିକ ଲାଭ ମିଳିବ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ 

Aquarius

କୁମ୍ଭ

Saturday 08 Apr 2023

ଧନିଷ୍ଠା- ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ଭଲ ସମ୍ବନ୍ଧ ରହିବ । ଧୈର୍ଯ୍ୟ ଧରି କାମ କରିଲେ  ସଫଳତା ପାଇବେ । ପଡୋଶୀଙ୍କ ସହିତ ଶତ୍ରୁତା ଭାବ ସୃଷ୍ଟି ହୋଇପାରେ । ସହକର୍ମୀଙ୍କ ତ୍ରୁଟିରେ ବିରକ୍ତି ହୋଇପାରନ୍ତି । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ
ଶତଭିଷା- ଶିକ୍ଷାକ୍ଷେତ୍ରରେ ଭଲ ପରିମାଣ ପାଇବେ । ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । ଆପଣଙ୍କର ମନୋବଳ ଉଚ୍ଚ ରହିବ 
ପୂ,  ଭାଦ୍ରପଦ- ପୂର୍ବରୁ ନେଇଥିବା ନିସ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ । ସଂଚାର କ୍ଷେତ୍ରରେ  ବ୍ୟକ୍ତିଙ୍କୁ ଲାଭ ମିଳିବ । ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ । କାମରେ ନିଜ ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :