• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th April 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆଶାଠୁ ଅଧିକ ଲାଭ ମିଳିବ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ 

Cancer

କର୍କଟ

Saturday 08 Apr 2023

ପୁନର୍ବସୁ- ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ । ନିଜ ଲୋକମାନେ ତାଙ୍କର ସ୍ୱାର୍ଥପାଇଁ ନିଜକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ
ପୁଷ୍ୟା- ଦେବୀମାତାଙ୍କ ଧ୍ୟାନରେ , ମନରେ ସକାରତ୍ମକ ଶକ୍ତି ସଂଚାର ହେବ । ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ଆରମ୍ଭ କରିବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ  
ଅଶ୍ଳେଷା-  ଦେବୀମାତାଙ୍କ ଧ୍ୟାନରେ , ମନରେ ସକାରତ୍ମକ ଶକ୍ତି ସଂଚାର ହେବ । ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ଆରମ୍ଭ କରିବେ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର‌୍ୟ୍ୟ ହେବେ 

ପ୍ରତିକାର – ଜଳ ସ୍ରୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :