• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th April 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆଶାଠୁ ଅଧିକ ଲାଭ ମିଳିବ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ 

Pisces

ମୀନ

Saturday 08 Apr 2023

ପୂ, ଭାଦ୍ରପଦ- ବ୍ୟବସାୟୀ ଆଶା ଜନକ ଫଳ ପାଇବେ । ମନ ଅଶାନ୍ତରୁ ମୁକ୍ତ ରହିବ । ମହତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ । ଶତ୍ରୁ  ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ । ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ
ଉ, ଭାଦ୍ରପଦ- ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ । ଛାତ୍ରୀଙ୍କୁ  ସହପାଠୀଙ୍କ  ସହଯୋଗ ମିଳିବ । ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ
ରେବତୀ-  ଆପଣଙ୍କ ପରାକ୍ରମ ବଢିବ ।  ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହୋଇପାରେ । ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ । ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି ।

ପ୍ରତିକାର-  ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :