• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th April 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଦିବା ୦୪.୦୫ ଗତେ କନ୍ୟା,ତିଥି – ୧୩ଶୀ ଦିବା ୦୮.୦୫ ଗତେ ୧୪ଶୀ ,ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୦୫ ଗତେ ବୃଷ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ୦୯.୩୫ ଗତେ ୨ପାଦ ।

Cancer

କର୍କଟ

Tuesday 04 Apr 2023

ପୁନର୍ବସୁ- ସର୍ବଦା କାର‌୍ୟ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ । ଦାମ୍ପତ୍ୟ ଜୀବନରେ ଶାନ୍ତି ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୂଭୂତି ଜାଗ୍ରତ ହେବ

ପୁଷ୍ୟା- ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ । ସତର୍କ ରହି କାର‌୍ୟ୍ୟ କରିବେ ସୁଫଳ ମିଳିପାରେ । ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ପ୍ରଶଂସା ମିଳିପାରେ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର‌୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି

ଅଶ୍ଳେଷା- ନିଜର ଆଦର୍ଶ ପ୍ରତିଷ୍ଠା ମୁଖ୍ୟ କାମନା ହେବ । କଳା, ବାଣିଜ୍ୟରେ ସନ୍ତୋଷ ଜନକ ଫଳ ପାଇ ପାରନ୍ତି । କୋର୍ଟ କଚେରୀରେ ରାୟ ଆପଣଙ୍କ ସପୋର୍ଟରେ ରହିବ ।

ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :