• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd January 2025: ଆଜି ଏହି ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଦିବା ୧୦.୪୭ ଗତେ ୫ମୀ,ତିଥି- ୪ର୍ଥୀ ରାତ୍ରି ୧୧.୩୯ ଗତେ କୁମ୍ଭ,ଘାତଚନ୍ଦ୍ର- ସିଂହ ରାଶିର, ଦିବା ୧୦.୪୭ ଗତେ ମିଥୁନ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି

Taurus

ବୃଷ

Friday 03 Jan 2025

କୃତିକା- ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ । ପୈତୃକ ସମ୍ପତିକୁ ନେଇ ପାରିବାରକ ଦ୍ୱନ୍ଦ ମେଣ୍ଟିଯିବ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ ।

ରୋହିଣୀ- ଶୃଙ୍ଖଳିତ କର୍ମ , ସନ୍ତୁଳିତ ଖାଦ୍ୟ .ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଆପଣଙ୍କ କମ୍ପାନୀକୁ ଉପଯୁକ୍ତ ଉପାୟରେ ପରିଚାଳନା କରିବେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ

ମୃଗଶିରା- ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଅନ୍ୟ ମାନଙ୍କ କଥା ଶୁଣନ୍ତୁ , ହେଲେ ନିଜ ବିବେକ ଅନୁସାରେ କାମ କରନ୍ତୁ । ନୂଆ ପ୍ରସ୍ତାବ ଉପରେ ବିଚାର କରିବେ ।

ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :