• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Nov 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ଚନ୍ଦ୍ର – ମକର ଅହୋରାତ୍ର ତିଥି- ୫ମୀ ଦିବା ୦୧/୩୫ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୯ ପର୍ଯ୍ୟନ୍ତ

Libra

ତୁଳା

Monday 28 Nov 2022

ଚିତ୍ରା – ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି । ସାମୟିକ ଅସ୍ଥିରତା ଦେଖାଦେବ । ଚାକିରି କ୍ଷେତ୍ରରେ ସମତା ରକ୍ଷା କରିବେ । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି ।

ସ୍ୱାତୀ – ଛାତ୍ରଛାତ୍ରି ମାନେ ପଢାପଢିରେ ଠିକ୍ ମାର୍ଗ ଧରିବେ । ରାଜନେତା ମାନେ ସାମାଜିକ କାର୍ଯ୍ୟରେ ମନ ବଳାଇବେ ।

ବିଶାଖା – ପରିସ୍ଥିତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ । ଜମିକୁ ଭାଗ କରି ପାରନ୍ତି ।

ପ୍ରତିକାର – ଶିବଙ୍କର ଦର୍ଶନ ସହ ପୂଜାପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :