• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 28th Nov 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇପାରନ୍ତି

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ଚନ୍ଦ୍ର – ମକର ଅହୋରାତ୍ର ତିଥି- ୫ମୀ ଦିବା ୦୧/୩୫ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୯ ପର୍ଯ୍ୟନ୍ତ

Virgo

କନ୍ୟା

Monday 28 Nov 2022

ଉ , ଫାଲଗୁନୀ – କୈାଣସି ଅଜଣା ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ବ୍ୟବସାୟରେ ଲାଭ,କ୍ଷତି ସମାନ ରହିବ ।

ହସ୍ତା – ବିଦ୍ୟାର୍ଥୀ ମାନେ ପ୍ରତି ଯୋଗିତା ମୂଳକ ପରିକ୍ଷାରେ ସଫଳତା ଲାଭ କରିବେ । ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇ ପାରନ୍ତି । ରାଜନୀତିରେ କୈାଣସି କାର୍ଯ୍ୟକୁ ହାତକୁ ନେବେ ।

ଚିତ୍ରା – ମହିଳା ମାନେ ଖୁସି ଅନୁଭବ କରିବେ । ବାଦ ବିବାଦ ସମାଧାନ ହୋଇଯିବ ।

ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :