• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 26th April 2023: ଏହି ରାଶିର ବ୍ୟକ୍ତି ଆଜି ଅଚାନକ ଭଲ ଖବର ଶୁଣି ଆନନ୍ଦିତ ହେବେ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ରାତ୍ରି ୧୨.୧୮ ଗତେ କର୍କଟ,ତିଥି –୬ଷ୍ଠୀ ଦିବା ୧୧.୨୮ ଗତେ ୭ମୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୨.୧୮ ପର୍ଯ୍ୟନ୍ତ,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୧.୨୮ ଗତେ ୨ ପାଦ ।

Leo

ସିଂହ

Wednesday 26 Apr 2023

ମଘା- ବ୍ୟବସାୟରେ ଅଗ୍ରଗତି ଘଟିବ । କୈାଣସି ଜିନିଷ ଦ୍ୱାରା ଆଘାତ ପାଇ ପାରନ୍ତି । ପାରିବାରିରେ ସମସ୍ତେ ଶାନ୍ତିରେ ସମୟ କାଟିବ

ପୂ- ଫାଲ୍‌ଗୁନୀ- ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ । ରାଜନିତିରେ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ ।

ଉ- ଫାଲ୍‌ଗୁନୀ- ଅଫିସରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ଭୂ-ସମ୍ପତିକୁ ନେଇ ବିବାଦ ଦେଖାଦେବ ।

ପ୍ରତିକାର – ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :