• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥ ô- ୧୩ଶୀ ସନ୍ଧ୍ୟା ୦୬/୦୩ ଗତେ ୧୪ ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ –୨ ପାଦ ଦିବା ୦୨/୩୩ ଗତେ ୧ ପାଦ- କୃଷିହାନି – ଭୂମିଦାନ

Scorpio

ବିଛା

Sunday 23 Oct 2022

ବିଶାଖା – ପରିବାରରେ ସନ୍ତାନ ଚିନ୍ତା ଜାଗ୍ରତ ହେବ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । କର୍ମ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ

ଅନୁରାଧା –ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ । ରାଜନିତି କ୍ଷେତ୍ରରେ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ

ଜ୍ୟେଷ୍ଠା – ସମ୍ପତିକୁ ନେଇ ପୁରୁଣା କଳହ ସାମ୍ମାକୁ ଆସିପାରେ । ନାରୀ ମାନେ ସକାରତ୍ମକ ରହିବେ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :