• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd July 2023: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ, ନୂତନ ବ୍ୟବସାୟ ଆରମ୍ଭ କରିବେ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ

Libra

ତୁଳା

Saturday 22 Jul 2023

ଚିତ୍ରା- ଥଣ୍ଡା ଏବଂ କାଶ ଲାଗି ରହିବ । ବ୍ୟକ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ଚାପକୁ ହ୍ରାସ କରିବାରେ ସାହାଯ୍ୟ ପାଇବେ । ନୂଆ ବ୍ୟବସାୟୀଙ୍କ ସହ ହାତ ମିଶାଇ ବ୍ୟବସାୟରେ ଲାଭବାନ୍ ହେବେ । 
ସ୍ୱାତୀ- ଆପଣ ନିଜର ସାଥୀଙ୍କ ବିଶ୍ୱାସ ତଥା ଇଚ୍ଛାକୁ ସମ୍ମାନ କରନ୍ତୁ । ପ୍ରୋଜେକ୍ଟରେ କାମରେ ଟିକେ ପରିଶ୍ରମ କରିବାକୁ ପଡ଼ିବ । କୈାଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ ।
ବିଶାଖା-  ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣି ପାରିବେ । କୋର୍ଟ, କଚେରୀରେ ବିଜୟୀ ହେବେ । ପୈତୃକ ସମ୍ପତ୍ତିକୁ ଭାତୃ ବିବାଦ ଦୂରେଇ ଯିବ ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :