• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd July 2023: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ, ନୂତନ ବ୍ୟବସାୟ ଆରମ୍ଭ କରିବେ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ

Virgo

କନ୍ୟା

Saturday 22 Jul 2023

ଉ- ଫାଲ୍‌ଗୁନୀ- କୌଣସି ପ୍ରକାରର ରୋଗର ସମ୍ମୁଖୀନ ହେଉଥିଲେ , ସେଥିରୁ ଆପଣ ଆରାମ ପାଇବେ । ଆପଣ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ଜୀବନ, ବୃତ୍ତିରେ ଅଧିକ ଧ୍ୟାନ ଦେବାକୁ ପଡିବ । 
ହସ୍ତା- ପରିବାରର ଗୁରୁଜନମାନେ ବିଶେଷ ଭାବରେ ଆପଣଙ୍କ ପିତା ଆପଣଙ୍କ ଆଚରଣରେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ ।  ରାଜନୀତିରେ ପଦୋନ୍ନତି ବୃଦ୍ଧି ଆଶା କରୁଥିବା ବ୍ୟକ୍ତିମାନେ କିଛି ଭଲ ଖବର ପାଇପାରିବେ
ଚିତ୍ରା- ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ଶିକ୍ଷା କରିବା ପାଇଁ ଆଗ୍ରହ ବଢିବ । ଋଣ ପରିଶୋଧ କରିବା ସହିତ ଋଣ ପ୍ରାପ୍ତିର ସୁଯୋଗ ମଧ୍ୟ ପାଇବେ । କ୍ରୀଡା, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ ।

ପ୍ରତିକାର -   ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :