• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd July 2023: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ, ନୂତନ ବ୍ୟବସାୟ ଆରମ୍ଭ କରିବେ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ

Taurus

ବୃଷ

Saturday 22 Jul 2023

କୃତିକା- ପ୍ରେମ ବିଷୟ ଉପରେ ଅଧିକ ଧ୍ୟାନ ଦେବେ । ଏକ ନୂତନ ଜୀବନ ଆରମ୍ଭ କରିବାକୁ ପ୍ରସ୍ତୁତ  ହେବେ । ଆପଣଙ୍କର ଅବିସ୍ମରଣୀୟ ପ୍ରେରଣା ଏବଂ ଅଭିଳାଷ ରହିବ । ସହକର୍ମୀମାନଙ୍କ ସହିତ ଆନ୍ତରିକ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ 
ରୋହିଣୀ- ବ୍ୟବସାୟରେ ଶେୟାର ବଜାରରେ ପୁଞ୍ଜି ନିବେଶ କରି ବହୁତ ଧନ ପ୍ରାପ୍ତ କରିବେ । ଖେଳ, କୁଦ ପ୍ରତିଯୋଗିତା ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋପାରେ ।
ମୃଗଶିରା-  ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ପ୍ରାପ୍ତ ହେବ । ମାଲିମକଦ୍ଦମା ଓ କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ।  ମହିଳା ଓ ପୁରୁଷ କୈାଣସି କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ ।

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :