• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd July 2023: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ, ନୂତନ ବ୍ୟବସାୟ ଆରମ୍ଭ କରିବେ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ

Leo

ସିଂହ

Saturday 22 Jul 2023

ମଘା-  ସ୍ୱାସ୍ଥ୍ୟ ଚିନ୍ତା ଆପଣ ସାମ୍ନା କରିବେ । ଆପଣଙ୍କର ସ୍ଥିତି ଆର୍ଥିକ ଦୃଷ୍ଟିରୁ ସ୍ଥିର ରହିବ । ଜୀବନସାଥୀଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ିବେ । କୌଣସି ନିଷ୍ପତ୍ତି ନେବାବେଳେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ 
ପୂ- ଫାଲ୍‌ଗୁନୀ- କୌଣସି ପ୍ରକାରର ନୂତନ ବ୍ୟବସାୟରେ ବିନିଯୋଗ ହେବାର ସମ୍ଭାବନା ଅଛି । ଚାକିରି ପରିବର୍ତ୍ତନ ପାଇଁ ଏକ ସୁଯୋଗ ମଧ୍ୟ ପାଇପାରନ୍ତି । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇ ଦୂର ଯାତ୍ରା କରି ପାରନ୍ତି । 
ଉ- ଫାଲ୍‌ଗୁନୀ- ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତିମାନେ ସହ କର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଦୂର ସ୍ଥାନରେ ଜମି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :