• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Nov 2022:ଏହି ରାଶିର ବ୍ୟକ୍ତି ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଦିବା ୧୨/୨୮ ଗତେ ତୁଳା ତିଥି- ୧୨ଶୀ ଦିବା ୧୦/୦୭ ଗତେ ୧୩ଶୀ ଘାତ ଚନ୍ଦ୍ର- ବୃଷ ଦିବା ୧୨/୨୮ ନିଶାନ୍ତ ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୧୦/୦୭ ପର୍ଯ୍ୟନ୍ତ

Libra

ତୁଳା

Monday 21 Nov 2022

ଚିତ୍ରା – ସୁସ୍ଥ ରହିବା ପାଇଁ ଜିମ୍ ବା ଯୋଗ ଆଦି କରନ୍ତୁ । ଭାଇ-ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ । ଆର୍ଥୀକସି୍ଥତି ସୁଧୁରି ଯିବା ଫଳରେ ଯଶ ପ୍ରତିଷ୍ଠା ମିଳିବ ।

ସ୍ୱାତୀ – ରାଜନୀତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ । ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ଚାକିରିଆଙ୍କୁ ଅଫିସ୍ କାମରେ ନୂଆ ଜାଗାକୁ ଯିବାକୁ ପଡିବ ।

ବିଶାଖା – ନୂତନ ଗୃହ ବାହନ କ୍ରୟ କରିପାରନ୍ତି । ମହିଳା ମାନେ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :