• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Nov 2022:ଏହି ରାଶିର ବ୍ୟକ୍ତି ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଦିବା ୧୨/୨୮ ଗତେ ତୁଳା ତିଥି- ୧୨ଶୀ ଦିବା ୧୦/୦୭ ଗତେ ୧୩ଶୀ ଘାତ ଚନ୍ଦ୍ର- ବୃଷ ଦିବା ୧୨/୨୮ ନିଶାନ୍ତ ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୧୦/୦୭ ପର୍ଯ୍ୟନ୍ତ

Virgo

କନ୍ୟା

Monday 21 Nov 2022

ଉ , ଫାଲଗୁନୀ – ଛୋଟମୋଟ ଶାରୀରିକ କଷ୍ଟ ଦେଖାଦେଇ ପାରେ । ପ୍ରେମ ଜୀବନ ମଧୁର ରହିବ । ନୂତନ ବ୍ୟବସାୟ କରିବାକୁ ଯୋଜନା କରି ସେଥିରେ ସଫଳତା ପାଇବେ ।

ହସ୍ତା – ରାଜନୀତି କ୍ଷେତ୍ରରେ ସୁଯୋଗ ହାତ ପାହାନ୍ତାରେ ପାଇ ପାରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇ ସହକର୍ମୀ ମାନଙ୍କ ଦ୍ୱାରା ବହୁ ସୁବିଧା ପାଇବେ ।

ଚିତ୍ରା – ଧନ-ସମ୍ପତିର ଅଭାବ ଦେଖାଦେବ ନାହିଁ । ମହିଳା ମାନେ ସନ୍ତାନଙ୍କ ସଫଳତାରେ ଖୁସି ରହିବେ ।

ପ୍ରତିକାର - ସବୁଜ ରଙ୍ଗର ପୋଷାକ ପରିଧାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :