• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Nov 2022:ଏହି ରାଶିର ବ୍ୟକ୍ତି ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଦିବା ୧୨/୨୮ ଗତେ ତୁଳା ତିଥି- ୧୨ଶୀ ଦିବା ୧୦/୦୭ ଗତେ ୧୩ଶୀ ଘାତ ଚନ୍ଦ୍ର- ବୃଷ ଦିବା ୧୨/୨୮ ନିଶାନ୍ତ ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୧୦/୦୭ ପର୍ଯ୍ୟନ୍ତ

Leo

ସିଂହ

Monday 21 Nov 2022

ମଘା – ହଜମ ଶକ୍ତି ଓ ପେଟ ରୋଗ ମଧ୍ୟ ଦେଖାଦେବ । ବ୍ୟବସାୟିକ କ୍ଷେତ୍ରରେ ଭାଗୀଦାରୀ ମାନଙ୍କ ସହ ଯୋଗରେ ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ଅଛି । ନୂଆ ବନ୍ଧୁତ୍ୱ ସ୍ଥାପନ କରିବେ ।

ପୂ , ଫାଲଗୁନୀ - ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ପ୍ରଂଶସିତ ହେବେ ।

ଉ ,ଫାଲଗୁନୀ – ସମ୍ପତିକୁ ନେଇ ପାରିବାରିକ ଦ୍ୱନ୍ଦ ଦୂରେଇଯିବ । ମହିଳା ମାନେ ଅଶାନ୍ତିରେ ରହି ଦିନ ବିତାଇବେ ।

ପ୍ରତିକାର – କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ କନ୍ୟା

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :