• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Nov 2022:ଏହି ରାଶିର ବ୍ୟକ୍ତି ଆଜି ନୂତନ ଗାଡ଼ି କ୍ରୟ କରିପାରନ୍ତି

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଦିବା ୧୨/୨୮ ଗତେ ତୁଳା ତିଥି- ୧୨ଶୀ ଦିବା ୧୦/୦୭ ଗତେ ୧୩ଶୀ ଘାତ ଚନ୍ଦ୍ର- ବୃଷ ଦିବା ୧୨/୨୮ ନିଶାନ୍ତ ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୧୦/୦୭ ପର୍ଯ୍ୟନ୍ତ

Gemini

ମିଥୁନ

Monday 21 Nov 2022

ମୃଗଶିରା - ଖାଇବା ପିଇବାରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ । ଯଦି କୈାଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ନିର୍ଦୋନ୍ଦରେ କାର୍ଯ୍ୟ ଆରମ୍ଭ କରିପାରିବେ ।

ଆଦ୍ରା – ଯେଉଁ ଛାତଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଶୁଭ ଫଳ ପାଇ ପାରନ୍ତି । ଆର୍ଥିକ ସହଯୋଗ ପାଇ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ପାଇବେ ।

ପୁନର୍ବସୁ - ରାଜନୀତିରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ମୂଖ୍ୟ ନେତାଙ୍କର ପ୍ରିୟ ପାତ୍ର ହେବେ । ମହିଳା ମାନେ ସବୁ ପରିସ୍ଥିତିକୁ ମୁକାବିଲା କରିବେ ।

ପ୍ରତିକାର – ମନ୍ଦିର ବାହାରେ ଥିବା କୈାଣସି ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :