• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st January 2023: ଆଜି ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ ! ଆକସ୍କିକ ଦୁର୍ଘଟଣା ହୋଇପାରେ

ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-  ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୩୯ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Sagittarius

ଧନୁ

Saturday 21 Jan 2023

ମୂଳା-  ଉଦର ବ୍ୟଥା ଭୋଗି ପାରନ୍ତି । କୌଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ ।
ପୂ, ଷାଢା-  ପ୍ରେମିକା,ପ୍ରେମିକ ମାନଙ୍କର ପୂର୍ବ ସ୍ମୃତି ଜାଗ୍ରତ ହୋଇପାରେ ।  ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ ।
ଉ,  ଷାଢା- ଆପଣଙ୍କର କ୍ରୀଡା କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି l ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ 

ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :