• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st January 2023: ଆଜି ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ ! ଆକସ୍କିକ ଦୁର୍ଘଟଣା ହୋଇପାରେ

ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-  ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୩୯ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Leo

ସିଂହ

Saturday 21 Jan 2023

ମଘା- ଉଦ୍‌ବେଗରୁ ମୁକ୍ତି ମିଳିବ । ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ । ଜୀବନସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ ।
ପୂ- ଫାଲ୍‌ଗୁନୀ- କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ରାଜନୀତି କରିବାରେ ଆଗ୍ରହ ପ୍ରକାଶ ପାଇବ । ଶତ୍ରୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।
ଉ- ଫାଲ୍‌ଗୁନୀ- ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ସଫଳତା ପାଇବେ । ପିତୃ ପୁରୁଷ ସମ୍ପତ୍ତି ପାଇଁ ଖୁସି ଅନୁଭବ କରିବେ । ମହିଳାମାନେ ନୂଆ କାର୍ଯ୍ୟର ଅନୁସନ୍ଧାନ କରିବେ ।

ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :