• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st January 2023: ଆଜି ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ ! ଆକସ୍କିକ ଦୁର୍ଘଟଣା ହୋଇପାରେ

ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର-  ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୩୯ ଗତେ ୨ ପାଦ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Scorpio

ବିଛା

Saturday 21 Jan 2023

ବିଶାଖା- ଆଶାଙ୍କାରେ ଦିନ କାଟିବେ । ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦଦାୟକ ରହିବ । ଧନ ହେତୁ ଶାନ୍ତି ଅନୁଭବ କରିବେ । 
ଅନୁରାଧା- ବ୍ୟବସାୟୀମାନେ ବ୍ୟବସାୟକୁ ବଢାଇବା ପାଇଁ ମନକୁ ନୂଆ ନୂଆ ବିଚାର ଆସିବ । ଚାକିରିରେ କର୍ମତତ୍ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବେ ।
ଜ୍ୟୋଷ୍ଠା- ରାଜନୀତିରେ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିବେ । ଖଳ ଲୋକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି । ଶିକ୍ଷାର୍ଥୀମାନଙ୍କର ଶିକ୍ଷାରେ ଦକ୍ଷତା ଓ ଅଭିଜ୍ଞତା ବଢିବ ।

ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :