• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th July 2023: ଅଫିସ୍ କାମରେ ଟେନସନ୍ ବଢ଼ିବ

ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର; ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ, ଘାତ ଚନ୍ଦ୍ର– ବିଛା ଅହୋରାତ୍ର, ଘାତ ବାର– ବିଛା, ଧନୁ ଓ ମୀନ

Sagittarius

ଧନୁ

Friday 14 Jul 2023

ମୂଳା- ପରିବାରର ଆର୍ଥିକ ସମସ୍ୟା ନେଇ ମନରେ ଥିବା ଦୁର୍ଭାବନା ଦୂରେଇବାରେ ସମର୍ଥ ହେବେ। ଅଧସ୍ତନ କର୍ମଚାରୀ କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ଼ କରି କଳହର ମାତ୍ରାକୁ ବଢ଼ାଇପାରନ୍ତି।

ପୂ, ଷାଢା- କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁତୁଲ୍ୟଙ୍କ ସହ ପରାମର୍ଶ କରନ୍ତୁ। ପିଲାଙ୍କୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଉ, ଷାଢା- ଅନ୍ୟମାନେ ଶତ୍ରୁତା କରିଲେ କିଛି କରିପାରିବେ ନାହିଁ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅଭିଳାଷା ପୂରଣ ହେବ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ।

ପ୍ରତିକାର – ମାଆ ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :