• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th Feb 2024: ଏହି ରାଶିର ବ୍ୟକ୍ତିଙ୍କର ଚାକିରି କ୍ଷେତ୍ରରେ ସଫଳତା ମିଳିବ..

ସୈାର କୁମ୍ଭମାସ  ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ମୀନ ଅହୋରାତ୍ର, ତିଥି- ୪ର୍ଥୀ ଦିବା ୦୨.୪୨ ଗତେ ୫ମୀ, ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Sagittarius

ଧନୁ

Tuesday 13 Feb 2024

ମୂଳା- ପିଲା ଦିନର ବନ୍ଧୁଙ୍କ ସହିତ ଭେଟ ହୋଇପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ। ଲୁଗା ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି।

ପୂ,ଷାଢା- ସତ କହିବା କାରଣରୁ ନିଜ ଲୋକମାନେ ଦୂରେଇ ଯାଉଥିବା ଲକ୍ଷ୍ୟ କରିବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଭଲ କରିବେ।

ଉ,ଷାଢା- ଭାତୃ ସଂପର୍କରେ ଉନ୍ନତି ଘଟିବ। ଦୋଷ ନଥାଇ ମଧ୍ୟ କୋର୍ଟର ଦ୍ୱରସ୍ଥ ହେବାକୁ ପଡିପାରେ। ମହିଳା ମାନେ ଶାନ୍ତ ସୋଭାବ ଦେଖାଇବେ।

ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :