• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Dec 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଚାକିରିରେ ନୂଆ ପଦବୀ ମିଳିପାରେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ଚନ୍ଦ୍ର – ମିଥୁନ ଦିବା ୦୧.୫୧ କର୍କଟ ତିଥି- ୩ୟା ଦିବା ୦୪.୧୫ ଗତେ ୪ର୍ଥୀ ଘାତ ଚନ୍ଦ୍ର- କନ୍ୟା ଦିବା ୦୧.୫୧ ପର୍ଯ୍ୟନ୍ତ ଘାତ ବାର - ମେଷ ପୁଷ୍କର ଦୋଷ – ୨ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୦୮.୩୬ ଗତେ ୧ପାଦ

Pisces

ମୀନ

Sunday 11 Dec 2022

ପୂ , ଭାଦ୍ରପଦ - ତିର୍ଥ ଯାତ୍ରାକୁ ଜୀବନ ସାଥିଙ୍କ ସହିତ ଯାଇପାରନ୍ତି । ସାହସର ସହିତ ଅଟକି ରହିଥିବା କାମକୁ ଆରମ୍ଭ କରିପାରନ୍ତି

ଉ , ଭଦ୍ରପଦ - ବ୍ୟବସାୟରେ ପୁଞିନିବେଶ କରିବାରେ ସୁଯୋଗ ଆସିବ । ରାଜନୈତିକ ସାହାଯ୍ୟର ସହଯୋଗ ମିଳିବ ।

ରେବତୀ – ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ ।

ପ୍ରତିକାର – କୈାଣସି ବ୍ରାହ୍ମଣର ସେବା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :