• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Dec 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଚାକିରିରେ ନୂଆ ପଦବୀ ମିଳିପାରେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ଚନ୍ଦ୍ର – ମିଥୁନ ଦିବା ୦୧.୫୧ କର୍କଟ ତିଥି- ୩ୟା ଦିବା ୦୪.୧୫ ଗତେ ୪ର୍ଥୀ ଘାତ ଚନ୍ଦ୍ର- କନ୍ୟା ଦିବା ୦୧.୫୧ ପର୍ଯ୍ୟନ୍ତ ଘାତ ବାର - ମେଷ ପୁଷ୍କର ଦୋଷ – ୨ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୦୮.୩୬ ଗତେ ୧ପାଦ

Aquarius

କୁମ୍ଭ

Sunday 11 Dec 2022

ଧନିଷ୍ଠା – ଭଲ ବ୍ୟବହାର ଦେଖାୟି ଲୋକଙ୍କ ମନ ଜିତିବେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ ।

ଶତଭିଷା – ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି । ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ

ପୂ , ଭାଦ୍ରପଦ – ରାଜନିତି କ୍ଷେତ୍ରରେ ତଳିଆ କର୍ମୀଙ୍କ ସହଯୋଗ ପାଇବେ । ଶତୃ ଦମନ ପାଇଁ ଦୃଢ ପଦକ୍ଷପ ନେବେ ।

ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :