• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Dec 2022: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ଚାକିରିରେ ନୂଆ ପଦବୀ ମିଳିପାରେ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର ଚନ୍ଦ୍ର – ମିଥୁନ ଦିବା ୦୧.୫୧ କର୍କଟ ତିଥି- ୩ୟା ଦିବା ୦୪.୧୫ ଗତେ ୪ର୍ଥୀ ଘାତ ଚନ୍ଦ୍ର- କନ୍ୟା ଦିବା ୦୧.୫୧ ପର୍ଯ୍ୟନ୍ତ ଘାତ ବାର - ମେଷ ପୁଷ୍କର ଦୋଷ – ୨ପାଦ - କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୦୮.୩୬ ଗତେ ୧ପାଦ

Taurus

ବୃଷ

Sunday 11 Dec 2022

କୃତିକା - ଲୋକେ ଆପଣଙ୍କ ସ୍ୱଭାବରେ ପ୍ରଭାବିତ ହେବେ । ବେପାରରେ ଖୁସିର ଆଗମନ ହେବ । ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ

ରୋହିଣୀ – ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ ।

ମୃଗଶିରା – ରାଜନୀତିରେ ଉଚ୍ଚ ପଦବୀ ମିଳିବ । ଛାତ୍ରଛାତ୍ରିଙ୍କର ପାଠ ପଢାରେ ମନ ଲାଗିବ ।

ପ୍ରତିକାର – ମାଆ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :