• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th October 2023: ନୂତନ ଯାନବାହାନ କିଣି ପାରନ୍ତି, ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୦ ତାରିଖ ମଙ୍ଗଳବାର,  ଚନ୍ଦ୍ର –କର୍କଟ ପ୍ରାତଃ ୦୫.୪୪ ଗତେ ସିଂହ ତିଥି- ୧୧ ଶୀ ଦିବା ୦୩.୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ପ୍ରାତଃ ୦୫.୪୪ ଗତେ କର୍କଟ ଓ ମକର ଘାତ ବାର- ମକର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୦୮ ଗତେ ୦୨ ପାଦ କୃଷି ଓ ପଶୁହାନି –ଭୂମି ଓ ଅନ୍ନଦାନ

Virgo

କନ୍ୟା

Tuesday 10 Oct 2023

ଉ- ଫାଲ୍‌ଗୁନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ବ୍ୟବସାୟରେ ଲାଭଜନକ ହେବ । ପୂର୍ବରୁ କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି । ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି
ହସ୍ତା- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ବିଦ୍ୟାର୍ଥୀ ମାନେ ଦିଦ୍ୟାପ୍ରେମୀ ହୋଇପାରନ୍ତି । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ ।
ଚିତ୍ରା- ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ । କୈାଣସି ଧର୍ମାନୁଷ୍ଠାନରେ ମୁଖିଆ ଭାବରେ ଦାୟିତ୍ୱ ତୁଲାଇ ପାରନ୍ତି । ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ ।

ପ୍ରତିକାର -  ମା କମଳାଙ୍କର ମନ୍ତ୍ର ଜପ  କରନ୍ତୁ       

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :