• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th October 2023: ନୂତନ ଯାନବାହାନ କିଣି ପାରନ୍ତି, ରହୁଥିବା ସ୍ଥାନ ପରିବର୍ତ୍ତନ କରିପାରନ୍ତି...

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୦ ତାରିଖ ମଙ୍ଗଳବାର,  ଚନ୍ଦ୍ର –କର୍କଟ ପ୍ରାତଃ ୦୫.୪୪ ଗତେ ସିଂହ ତିଥି- ୧୧ ଶୀ ଦିବା ୦୩.୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ପ୍ରାତଃ ୦୫.୪୪ ଗତେ କର୍କଟ ଓ ମକର ଘାତ ବାର- ମକର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୦୮ ଗତେ ୦୨ ପାଦ କୃଷି ଓ ପଶୁହାନି –ଭୂମି ଓ ଅନ୍ନଦାନ

Taurus

ବୃଷ

Tuesday 10 Oct 2023

କୃତିକା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟ ଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟକ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।        
ରୋହିଣୀ- ଖୋଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ ।
ମୃଗଶିରା- ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳାମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ ।  ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।

ପ୍ରତିକାର – କୌଣସି  ମନ୍ଦିରରେ କିଛି ଦାନ କରନ୍ତୁ       

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :