ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ। ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ । ଅବହେଳିତ ବାପା ମାଆଙ୍କ ପାଇଁ ବି ପିତୃମାତୃ କମିଶନ ଗଠନ ହେଉ । ବିଧବାଙ୍କୁ ମିଳୁ ମାଙ୍ଗଳିକ କାର୍ଯ୍ୟରେ ସୁଯୋଗଆଇନର ନାଲି ଆଖି ଦେଖାଇ ବଢୁଥିବା ନିର୍ଯାତନାକୁ ନେଇ ବୟାନ ।
Published By: Sujit kumar Swain
Last updated: 31 December 2024, 09:45 PM IST
ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।