Odisha Minister Krushna Chandra Mohapatra Suspends Official
ଅଭିଯୋଗ ପ୍ରକୋଷ୍ଠରେ ରାଗି ଫାୟାର୍ ହେଲେ ମନ୍ତ୍ରୀ । ବିଡିଓ ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ ମୁଁ ସସ୍ ପେଣ୍ଡ କରିବି । ଏ ହେଉଛି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଭିଯୋଗ ଶୁଣାଣି ବେଳର ଦୃଶ୍ୟ । ପୂରା ଘଟଣା କ’ଣ ହୋଇଛି ଏବଂ କହିଁକି ରାଗିଗଲେ ମନ୍ତ୍ରୀ, ଆପଣ ଜାଣିବା ପୂର୍ବରୁ ଶୁଣିନିଅନ୍ତୁ କ’ଣ କହୁଛନ୍ତି ଜଣେ ଅଭିଯୋଗ କାରିଣୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)