• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Khandagiri

Khandagiri
ଓଡ଼ିଶା ରାଜନୀତିରେ ଠେଙ୍ଗା ଚର୍ଚ୍ଚା

ଓଡ଼ିଶା ରାଜନୀତିରେ ଠେଙ୍ଗା ଚର୍ଚ୍ଚା । ଖଣ୍ଡଗିରିରେ ବୁଲିବେ ଠେଙ୍ଗା ବାହିନୀ । ଅଶ୍ଳୀଳତା ଉପରେ ବସିବ ପ୍ରହାର । ସାବାଡ଼ ହେବେ ଦ୍ବିଅର୍ଥ ବୋଧକ ଶବ୍ଦ କହୁଥିବା କଳାକାର । ଖଣ୍ଡଗିରି ଯାତ୍ରା ପାଇଁ ବିଜେପି ବିଧାୟକ ବାବୁ ସିଂଙ୍କ ଶହେ ଠେଙ୍ଗା ପୂଜାକୁ ନେଇ ଏବେ ରାଜନୀତି ଜୋର ଧରିଛି ।

Historical khandagiri kumbha mela going on in full swing
ଜମୁଛି ଖଣ୍ଡଗିରି ମେଳା; ଭକ୍ତ ନେଉଛନ୍ତି ନାଗା ବାବାଙ୍କ ଆଶୀର୍ବାଦ

ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଜବରଦସ୍ତ ଭିଡ। ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ। ଆଉ ମାଘ ମେଳାକୁ ଆସିଥିବା ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି ତ କିଏ ଦୁରାରୋଗର ଦୂରୀକରଣ ପାଇଁ ନେହୁରା ହେଉଛି ତ ଆଉ କିଏ ବାବାଙ୍କ ଠାରୁ ବିଭୂତି ନେଇ ଫେରୁଛି।

death in jayadev batika
ପ୍ରେମିକାର ଓଢ଼ଣୀରେ ପ୍ରେମିକର ଆତ୍ମହତ୍ୟା!

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଯାହାକୁ ନେଇ ରାଜଧାନୀରେ ଖୁବ୍ ଚର୍ଚ୍ଚା। ପ୍ରେମିକାର ଓଢ଼ଣୀରେ ପ୍ରେମିକ କରିଛି ଆତ୍ମହତ୍ୟା। ଜୟଦେବ ବାଟିକାରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ,ମୃତକଙ୍କ ଘର ବାଲେଶ୍ୱର ଓ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ପ୍ରେମିକା ଜଣଙ୍କ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି। ପୋଲିସ ସଂପୃକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। […]