ପଛଘୁଞ୍ଚା ନାହିଁ ବୀରର ଜାତକେ... ସେପଟେ ନିଖୋଜ ଅଛନ୍ତି ସାଥୀ ଯବାନ... ଉଦ୍ଧାର ଅଭିଯାନ ବେଳେ ଭସାଇ ନେଇଛି ବନ୍ୟା... କିଏ ବଞ୍ଚିଛି, କିଏ ପାଇଛି ବୀରଗତି, ଜଣାନାହିଁ । ହେଲେ ଏପଟେ କର୍ତ୍ତବ୍ୟ ପଥରେ ତିଳେମାତ୍ର ବାଧା ଆଣିପାରିନି ଭାବାବେଗ । ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।
Published By: Satyendu Shekher Mishra
Last updated: 05 October 2023, 09:09 PM IST
ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କଲା ଭାରତ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ । ଭାରତରେ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ । ପୂର୍ବତନ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋଙ୍କ ‘X’ ଆକାଉଣ୍ଟ ମଧ୍ୟ ବ୍ୟାନ୍। ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନର ଟପ୍ ଅଭିନେତା ଓ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ କରିଛି ଭାରତ।