• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lady Don Arrested

Lady Don
Lady Don: ରାଜଧାନୀ ଥରାଉଛି ଲେଡି ଡନ୍‌ ଜିକ୍ରା; ବନ୍ଧୁକ ଧରୁଛି, ଜୀବନ ନେଉଛି

ସୁନ୍ଦର ଚେହେରା । ବିନ୍ଦାସ ତେବର୍‌ ଆଉ ଚୁଲବୁଲି ଅନ୍ଦାଜ । ହେଲେ କାମ କିନ୍ତୁ ଖତର୍‌ନାକ । କେତେବେଳେ ହାତରେ ବନ୍ଧୁକ ତ ଆଉ କେତେବେଳେ ଛୁରୀ ।

DON
ଧରାପଡ଼ିଲା ସୁନ୍ଦରୀ ଲେଡି ଡନ୍‌

ବଡ଼ବଡ଼ ହୋଟେଲ୍‌ରେ ରହି ମୌଜ ମଜଲିସ୍‌ କରୁଥିଲେ। ଏଥିସହ ନିଶା କାରବାର ସାଙ୍ଗକୁ ଚଳାଇଥିଲେ ଆତଙ୍କରାଜ। ସବୁବେଳେ ପୋଲିସ୍‌ ରାଡ଼ାରରେ ରହୁଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରିପାରୁନଥିଲେ।

Lady Don Manasi Nayak
ଦାଦାବଟି ଆଦାୟ ଓ ଆକ୍ରମଣ ଅଭିଯୋଗରେ ଲେଡି ଡନ୍‌ ଗିରଫ

ବିଲ୍‌ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ।