ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ବିଜେପି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଉ ବିଜେପିର ଘୋଷଣାର କିଛି ସମୟ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଛି ବିଜେଡି ।
ନୂଆ କରି କଲେଜରେ ପାଠ ପଢ଼ୁଥିବା +2 ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +3 ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।
ପରସ୍ପରକୁ ପ୍ରେମର ଭାଷାରେ ଭିଜାଉଥିବା ଏହି ଦମ୍ପତିଙ୍କୁ ଦେଖି ଲାଗିବନି ଯେ ଏମାନେ ମୁକ ବୋଲି । ଈଶ୍ୱର କଥା କହିବାର ଶକ୍ତି ଦେଇ ନାହାନ୍ତି ସତ, ହେଲେ ନିରୋଳା ଭଲ ପାଇବାର ମୁକସାକ୍ଷୀ କରିଛନ୍ତି ଏହି ଦୁଇଜଣଙ୍କୁ । ଭାଲେଷ୍ଟାଇନ ଡେରେ ଦେଖନ୍ତୁ ଏହି ଲଭ ଷ୍ଟୋରୀ ।
ଏଠି ପଥରଗୁଡାକ ପଥର ନୁହେଁ, ଏଠି ଫୁଲଗୁଡିକ ଫୁଲ ନୁହେଁ। ଏଠି ସବୁକିଛି ପ୍ରେମମୟ, ପ୍ରେମର ସ୍ବରୂପକୁ ଆପଣାର କରିଥିଲା କିର୍ତ୍ତିସ୍ତମ୍ଭ। ପୁରୁଣା ପଥର, ଲଟା ଗହଳରେ ରହିଥିବା ଜଳାଶୟ ସବୁକିଛି ସେହି ସାସ୍ବତ ପ୍ରେମର ସ୍ମାରକୀ।
ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼ ଦେଖାଗଲାଣି l
ପୁଣି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ନୂଆ ମ୍ୟାଜିକ ସ୍ମାର୍ଟ କାର୍ଡ। ଯାହାଦ୍ବାରା ଛାତ୍ରଛାତ୍ରୀମାନେ ମାଗଣାରେ ବସ୍ ଓ ଟ୍ରେନରେ ଯାତାୟତ କରିବା ସହ ଫ୍ରି ୱାଇଫାଇ ସୁବିଧା ପାଇପାରିବେ ।
ଏମିତିକି କିଛି ସାଇବର ଠକ ଟଙ୍କା ଲୁଟୁଥିବାର ବି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ସିବିଏସଇ। କେବଳ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲ୍ ଫଲୋ କରିବାକୁ ଦେଇଛି ପରାମର୍ଶ।
ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।
ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନରୁ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୭ରୁ ୮ ଜଣ ମୁଖାପିନ୍ଧା ଡକାୟତ ।
ଏବେ ପ୍ରଶ୍ନ ଉଠୁଛି, ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଘଟଣା ଘଟୁଛି, ତେବେ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ?
ଗେଲ ବସରର ପୁଅ ଥିଲା ଆୟୂଷ । ଅସହାୟ ବାପା ଆଶିଷ କିନ୍ତୁ ତାକୁ ନେଇ ଆଶ୍ରମ ସ୍କୁଲରେ ଛାଡ଼ି ଦେଲେ ତାର ଉଜ୍ୱଳ ଭବିଷ୍ୟତ ପାଇଁ । ହେଲେ ଦିନେ ସେ କୁଆଡ଼େ ଚାଲିଗଲା । ଏବେ ହଜିଲା ପୁଅକୁ ଖୋଜୁଛନ୍ତି ତା ପରିବାର । ବାପା ଆଶିଷ କହୁଛନ୍ତି, ଖୋଜି ଆଣିଦିଅ ମୋ ପୁଅକୁ । ରାଇରଙ୍ଗପୁରରୁ ଦେଖନ୍ତୁ ଏହି ରିପୋର୍ଟ..
ସାଙ୍ଗର ଏକ ଛୋଟିଆ ଭୁଲ୍ ପାଇଁ ବଡ଼ ନିଷ୍ପତ୍ତି ନେଇ ଜୀବନ ହାରିଲେ ଯୁବତୀ
ଜିଆଇ ଟ୍ୟାଗ ପାଇବାପରେ ଉଦଳାର ଅଧିକାଂଶ ସ୍ଥାନରେ ନାଲି କାଇ ଚଟଣିର ଚାହିଦା ବଢ଼ି ଯାଇଛି । ନାଲି କାଇରେ ରହିଛି, ପ୍ରୋଟିନ, କାଲସିୟମ, ଫସଫରସ, ପଟାସିୟମ, ଭିଟାମିନ, ଆଇରନ, ଭିଟାମିନ B12.
ନିର୍ବାଚନ ଆସୁଛି ପ୍ରତିଶ୍ରୁତିର ପୁଟୁଳି ନେଇ. ନିର୍ବାଚନ ଆସୁଛି ନେତାଙ୍କ ଲମ୍ବା ଲମ୍ବା ଭାଷଣ ନେଇ । ହେଲେ ଯେଉଁ ପ୍ରତିଶ୍ରୁତି ମିଲିଥିଲା? ତାହା କେତେ ଓ କେବେ ପୁରଣ ହେଲା ? ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଲା କି ? ଦେଖନ୍ତୁ ବାଲିଗୁଡ଼ା ଏବଂ ସତ୍ୟବାଦୀରୁ ଏହି ରିପୋର୍ଟ..
କେରାଣ୍ଡି ଖାଇବାକୁ ଯାଇ ବନଶି କଣ୍ଟାରେ ଲାଖିଗଲା ପାଣିକୁଆ। ଛଟପଟ ହେଉଥିବାର ଦେଖି ବାଟରେ ଯାଉଥିବା ଜଣେ ଯୁବକ ଦେଖିଲେ ଆଉ ତାକୁ ଉଦ୍ଧାର କରିଥିଲେ । ପୁରୀ ଜିଲ୍ଲା ତେଇଶିପୁର ଗ୍ରାମରୁ ଦେଖନ୍ତୁ ଏହି ରିପୋର୍ଟ..
5T ମାଧ୍ୟମରେ ସ୍କୁଲ ରୂପାନ୍ତରଣ କରି ଶୈଖିକ ବାତାବରଣ ସୃଷ୍ଟି କରାଯାଉଥିବା ନେଇ ଦାବି ହେଉଛି । ହେଲେ ତାହାର ପୋଲ୍ ଖୋଲି ଦେଇଛି ସଲଙ୍ଗାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ
ଆଜି ବିଭୂତି ମହାପାତ୍ର ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ବର୍ଣ୍ଣବୋଧ ଉପହାର ଦେବ
ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍ । ବିହାର ବିଧାନସଭାରେ ଆସ୍ଥା ଗଣିତରେ NDA ମେଣ୍ଟ ବାଜି ମାରିଲା । ସପକ୍ଷରେ ପଡ଼ିଲା ୧୨୯ ଭୋଟ୍, ଭୋଟିଂ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ। ୩ RJD ବିଧାୟକଙ୍କ ସରକାର ସପକ୍ଷରେ ମତଦାନ। ଅନାସ୍ଥାରେ ବିଦା ହେଲେ ବିହାର ବିଧାନସଭା ବାଚସ୍ପତି
‘ଲକ୍ଷ୍ମୀ’ ବସ୍ ନାଁରେ ରାଜ୍ୟ ସରକାରଙ୍କ ଭେଳିକି ! କେଉଁଠି ବସଷ୍ଟାଣ୍ଡ ଅଛି ତ ‘ଲକ୍ଷ୍ମୀ’ ବସ୍ ନାହିଁ? କେଉଁଠି ‘ଲକ୍ଷ୍ମୀ’ ବସ୍ ଚାଲୁଛି ତ ସେବା ମିଳିପାରୁନି? ଅଟୋ ଓ ପିକଅପରେ ଚାଲିଛି ବିପଦଜନକ ଯାତ୍ରା। କଳାହାଣ୍ଡି ଧର୍ମଗଡ଼ ଅଞ୍ଚଳରେ ଚାଲିଗଲା ୪ ଶ୍ରମିକଙ୍କ ଜୀବନ। ‘ଲକ୍ଷ୍ମୀ ବସ୍’ ଯୋଜନାରେ ପ୍ରଚାର ପ୍ରବଳ, ବ୍ୟବସ୍ଥା ଦୁର୍ବଳ। ‘ଲକ୍ଷ୍ମୀ ବସ୍’ର ମନ୍ଥରତା ଓ ଅବ୍ୟବସ୍ଥାକୁ ନେଇ ତେଜିଲା ପଲିଟିକ୍ସ
ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ କଳଙ୍କ। ସିନିୟର ଛାତ୍ରଙ୍କ ମାଡ଼ରେ ଦ୍ବିତୀୟ ବର୍ଷର ଜଣେ ଛାତ୍ର ଆହତ। ଥାନାରେ ମାମଲା, କର୍ତ୍ତୃପକ୍ଷ କହିଲେ ଆରମ୍ଭ ହୋଇଛି ତଦନ୍ତ। ରିପୋର୍ଟ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: DMET
୨୪ ଲଢ଼େଇ ପାଇଁ ଚାଲିଲାଣି ସମର ସଜ୍ଜା। କାଲିଠୁ ଘନଘନ ଓଡ଼ିଶା ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବ। କାଲି ଆସିବେ ଶିବରାଜ, ଆଗକୁ ଗଡ଼କରୀ, ରାଜନାଥ, ନଡ୍ଡା। କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ। କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍
କେନ୍ଦ୍ରୀୟ ଯୋଜନା ହାଇଜାକ୍ ଅଭିଯୋଗରେ ବିଜେପିର ତୀବ୍ର ବିରୋଧ। ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ..
ସମ୍ପତ୍ତି ଦେଲେନି ବୋଲି ଶବକୁ ପର କରିଦେଲେ ପରିବାର। ଶେଷରେ ୪ ଦିନ ପରେ ଶତ୍କାର କଲେ କେୟାରଟେକର। ହେଲେ ଏବେ ଶଶି ଦିଦି ଭାବେ ପରିଚିତ ମଦର ଟେରେସା ପୁରସ୍କାର ପ୍ରାପ୍ତ ନର୍ସଙ୍କୁ ଝୁରୁଛି କ୍ୟାପିଟାଲ ହସ୍ପିଟାଲ।
ଅକାଳରେ ଚାଲିଗଲେ ଶିକ୍ଷକ... ବେସାହାରା ହୋଇଗଲା ପରିବାର... ସ୍ୱାମୀଙ୍କ ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ। ପରିବାରରେ କେହି ରୋଜଗାରିଆ ନଥିବାରୁ ଦିନକୁ ଦୁଇ ମୁଠା ଆହାର ଯୋଗାଡ଼ କରିବା ଏବେ ହୋଇ ପଡ଼ିଛି କଷ୍ଟକର...
ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।