Advertisment

ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ

କେମିତି ସଫଳ ହେବାକୁ ଯାଉଛି ବିଜେପି? କୁହାଯାଉଛି, ଚଳିତ ନିର୍ବାଚନରେ ଅଣଓଡ଼ିଆ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଜିଛି ମୁଖ୍ୟ ଫାକ୍ଟର।

author-image
Satyendu Shekher Mishra

ଓଡ଼ିଶାରେ ବିଜେପି ଗ୍ରାଫ୍ ଉପରମୁହାଁ। ଲୋକସଭା ଏକ୍‌ଜିଟ ପୋଲ୍ କୁ ନେଇ ରାଜ୍ୟ ରାଜନୀତିରେ କଂପନ! ଏପରିକି ଇଣ୍ଡିଆ ଟୁଡେ- ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁଯାୟୀ, ରାଜ୍ୟରେ ଲୋକସଭା ନିର୍ବାଚନରେ ୫୧ ପ୍ରତିଶତ ଭୋଟ୍ ବିଜେପି ହାତେଇଥିବା ଆକଳନ। ଯଦି ଏକଜିଟ୍ ପୋଲ୍ ର ଆକଳନ ଠିକ୍ ହୁଏ, ତାହେଲେ ରାଜ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଭୋଟ୍ ବୃଦ୍ଧିର କାରଣ କଣ? କେମିତି ସଫଳ ହେବାକୁ ଯାଉଛି ବିଜେପି? କୁହାଯାଉଛି, ଚଳିତ ନିର୍ବାଚନରେ ଅଣଓଡ଼ିଆ ଏବଂ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ସାଜିଛି ମୁଖ୍ୟ ଫାକ୍ଟର।

Advertisment
BJD BJP Congress Odisha Politics General Election 2024
Advertisment
Advertisment