Last Phase Election
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ।...ଶୁଭିବ ଇଭିଏମର ଶବ୍ଦ...ପଡ଼ିବ ୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ବୁଥ୍ ଗୁଡ଼ିକରେ ପୋଲିଂ କର୍ମଚାରୀ ପହଞ୍ଚି ଭିଭିପ୍ୟାଟ୍, ଇଭିଏମ୍, କଣ୍ଟ୍ରୋଲ୍ ୟୁନିଟ୍ ସହ ଆବଶ୍ୟକୀୟ ସରଞ୍ଜାମକୁ ଧରି ଚୂଡ଼ାନ୍ତ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ପର୍ଯ୍ୟାୟରେ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ସହ ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେବ ମତଦାନ । ୮ଟି ଜିଲ୍ଲାର ୬ଟି ଲୋକସଭା ଆସନ ପାଇଁ ୬୬ ଓ ୪୨ ବିଧାନସଭା ଆସନ ପାଇଁ ୩୯୪ ଏହିଭଳି ମୋଟ୍ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)