ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟ୍ବେଣ୍ଟି ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ?
ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ସରକାରୀ ଜମି ହଡପ୍ ଘଟଣାରେ ୪ ଆଇପିଏସଙ୍କ ସଂପୃକ୍ତି ଗୁମର ଖୋଲିବା ପରେ ସୃଷ୍ଟି ହୋଇଛି ହଇଚଇ । ଏମିତିକି ଜମି ହାତେଇଥିବା ଜଣେ ପୂର୍ବତନ ଡିଜିପି ଓ ସିବିଆଇର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ମଧ୍ୟରେ ଦୋଷ ଲଦାଲଦି ସାଙ୍ଗକୁ ଡକ୍ୟୁମେଣ୍ଟ ୱାର ବି ତେଜିଛି ।
ହଟିଲା ୨ ବର୍ଷର ପ୍ରତିବନ୍ଧକ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ । ଦେଶରେ ପ୍ରଥମ ରାଜ୍ୟଭାବେ ଆପାର୍ଟମେଣ୍ଟ ଜମିର ବି ମାଲିକ ବନିଲେ ବାସଗୃହ କ୍ରେତା ।
ଚାଲିଛି ବେତ ତିଆରି। ବିଭିନ୍ନ ଘରକରଣା ଜିନିଷ ତିଆରିରେ ନିମଗ୍ନ ଅଛନ୍ତି ୧୫ଜଣ ସ୍ୱାବଲମ୍ୱୀ ମହିଳା। ନିଜେ ରୋଜଗାର କରିବା ସହ ପରିବାର ପ୍ରତିପୋଷଣର ନାୟିକା ସାଜିଛନ୍ତି ଏମାନେ ।
ଲାଭ ଦାୟକ ଫସଲ କାଜୁରୁ ମୁହଁ ମୋଡିଲେଣି ଚାଷୀ। ଚାଷୀଙ୍କ ଅଭିଯୋଗ ହେଲା କାଜୁ ଫସଲର ଉଚିତ ମୂଲ୍ୟ ମିଳୁନାହିଁ ।
ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା ।
ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।
ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।
ବୁଡ଼ିଲା, ଭାସିଲା, ଭାଙ୍ଗିଲା । ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା । ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ ।
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୮ ବର୍ଷ ହେଲାଣି ଭକ୍ତ-ଭଗବାନଙ୍କ ମଧ୍ୟରେ ହୋଇପାରୁନି ମିଳନ ।
ଜଗାକୁ ୯ ପୁରି ୧୦ ବର୍ଷ ଚାଲିଲାଣି। ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବି ବଢ଼ୁଛି। ତେଣୁ ସେ କହୁଛି ବାପାଙ୍କ ସାଙ୍ଗେ ସେ ସ୍କୁଲ ଯିବ, ପାଠ ପଢିବ। ଏନେଇ ତା’ମନରେ ବହୁ ଆଶା ଓ ଉତ୍କଣ୍ଠା ।
ବୟସ ମାତ୍ର ୨୬, କଲେଜର ମାଟି ମାଡି ନାହାନ୍ତି କିନ୍ତୁ ସେ ଆଜି କୋଟିପତି। କମ୍ ବୟସରେ ବଡ଼ ସଫଳତା। ସେ ଯାହା କେବେ କଳ୍ପନା କରିନଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି। ଆପଣଙ୍କୁ ଏପରି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ ଅଧିକ ପଢିନାହାନ୍ତି ସତ କିନ୍ତୁ ନିଜ ଦକ୍ଷତା ଦ୍ୱାରା ସେ ଆଜି କୋଟିପତି ହୋଇଛନ୍ତି ।
ଅଲାର ନାଥ। କଳା କମନୀୟ ବିଷ୍ଣୁ ପ୍ରତିମା। ନିରିଖେଇ ଦେଖିଲେ ଦିଅଁଙ୍କ ଥୋଡ ଆଉ ହାତ ପୋଡିଯାଇଛି। ହେଲେ କେମିତି ଦିଅଁଙ୍କ ଓଠ ପୋଡିଗଲା। ଆସନ୍ତୁ ଶୁଣିବା ଏହା ପଛର କାହାଣୀ ।
ଶରତ ନିଜେ ଓ ଦଳ ଶୋଚନୀୟ ପରାଜୟ ଭୋଗିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି।
ବିଭିନ୍ନ ଛାତ୍ର ସଂଗଠନ ସରକାରଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଥିଲା ବେଳେ, ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି।
ରୂପକାର ସେବକ ସଫା ସଫା କହିଦେଇଛନ୍ତି, ନୂଆ ନିର୍ମାଣ ପାଇଁ ହାତରେ ଆଉ ସମୟ ନାହିଁ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ ?
ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ । ଘଣାପେଡା ରାଶି ତେଲ ସହ ୨୪ଟି ଉପାଦାନରେ ତିଆରି ହୋଇଥାଏ ଏହି ଫୁଲୁରୀ ତେଲ । ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ଅଣସର ବାସରେ ରହିବା ପରେ ଚାଲିଛି ଉପଚାର ।
ବୟସ ସିନା ସାନ କିନ୍ତୁ ସେ ଆଜି କରିଛି ମହାନ ଦାନ। ନିଜ ସବୁଠୁ ପ୍ରିୟ ଜିନିଷକୁ ଆଉ କାହା ଖୁସି ପାଇଁ ଦାନ କରିଦେଇଛି ଏହି ସାନ ଝିଅ। ସେ ଏମିତି କିଛି କରିଛି ଯାହା କରିବା ପାଇଁ ଜଣେ ୧୦୦ଥର ଚିନ୍ତା କରିବ।
ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା । ତେବେ ରଥ ଟାଣିବା ପାଇଁ ଆବଶ୍ୟକ ହେଉଥିବା ଦଉଡି ଆସେ କେଉଁଠୁ? କିଭଳି ହୁଏ ପ୍ରସ୍ତୁତ?
ସେ ବ୍ରାହ୍ମଣ ନୁହଁନ୍ତି। ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ କରି ଆଣି ମହାପ୍ରଭୁଙ୍କ ସେବାରେ ଦିଅନ୍ତି। ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି, ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା ।
କେବେ ଖୋଲାହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି । ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ, ସରକାର ନିଷ୍ପତ୍ତି ନିଅନ୍ତୁ କହିଲେ ଗଜପତି ମହାରାଜା ।
କାର୍ଯ୍ୟକାଳ ଆଉ ମାତ୍ର ୬ ମାସ, ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା, ମନୋଜ ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ।
ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି ବନ୍ଦ ହେବ କି ମଦ ବିକ୍ରି ? ମଦ ଓ ନିଶା ମୁକ୍ତ ହେବ ଓଡ଼ିଶା, ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ସୂଚନା ଦେବା ପରେ ଏହି ପ୍ରଶ୍ନ ମୁଣ୍ଡ ଟେକିଛି।