ମମିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ କିନ୍ତୁ ସେହି ନ୍ୟାୟ ଶବ୍ଦ ଜମାରୁ ପାଟିରେ ପଶିଲା ନାହିଁ। ଖାଲି ସ୍ଲିପ୍ ଅଫ୍ ଟଙ୍ଗ ହେଲା...ଆଉ ତା’ପରେ ଯାହା ହେଲାରେ ନାରଣ, ଦେଖନ୍ତୁ ଏହି ଭିଡ଼ିଓ
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍ଘାତରେ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି । ବାଲିକୁଦାରୁ ୪ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ ।
ଆଜି ପବିତ୍ର ବଡ଼ଓଷା। କଟକର ଧବଳେଶ୍ୱର ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ହେଲେ ପ୍ରଭୁ ଧବଳେଶ୍ୱରଙ୍କର କାହିଁକି ଏମିତି ନାଁ ହେଲା ଆପଣ ଜାଣିଛନ୍ତି? ଲୋକକଥାରେ ଏ ସଂପର୍କରେ ଅଛି ଏକ ରୋଚକ କାହାଣୀ। ଆସନ୍ତୁ ଜାଣିବା ବାବାଙ୍କ ମହିମା ସଂପର୍କରେ।
ମଶାଣିରେ ଶବ ପଡ଼ିଥିବ। କିନ୍ତୁ କେଇଖଣ୍ଡ କାଠ ନଥିବାରୁ ତାହା ପୋଡ଼ା ହୋଇପାରୁ ନଥିବ। ଏହା ସହିପାରନ୍ତି ନାହିଁ ତେଜେଶ୍ୱର। ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।
ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା। ୬୭୯୪ ପଞ୍ଚାୟତରେ ହେବ ଭୋଟ। ଏଥିରେ କେତୋଟି ୱାର୍ଡ୍ ରହିଛି ଏବଂ ଗତ ନିର୍ବାଚନ ଠାରୁ କେତେ ଭିନ୍ନ ଦେଖନ୍ତୁ
‘ହୀରାକୁଦ୍ ଡ୍ୟାମ କରିବେ କହି ଆମ ଭିଟାମାଟି ଛଡ଼େଇ ନେଲେ। ଆମ ଜମି ଛଡ଼େଇ ନେଲେ। ହେଲେ ଜମି ବଦଳରେ ଜମି କୁଆଡ଼େ ଗଲା? ଆମ ଘର ଡିହ କୁଆଡ଼େ ଗଲା?’
ଆପଣ କଣ କରୁଥିଲେ? କାହିଁକି ଆପଣଙ୍କ ଘରେ ପହଞ୍ଚିଲା CBI? ଉତ୍ତର ଆସିଲା ବ୍ଲ୍ୟୁ ଫିଲ୍ମ !
ଏକ୍ସପ୍ରେସ ୱେ ହେଲା ଫ୍ଲାଏ ୱେ... ରାଜପଥରେ ଲ୍ୟାଣ୍ଡ୍ କରୁଛି ଗୋଟିଏ ପରେ ଗୋଟିଏ ଫାଇଟର୍ ଜେଟ୍
ନୂଆଦିଲ୍ଲୀରେ ଏବେ ସ୍ଥିତି ଏମିତି ଯେ, ଲୋକେ କହୁଛନ୍ତି ଆମେ ଏଠି ଗୋଟେ ପ୍ରଦୂଷଣପୂର୍ଣ୍ଣ ଅଞ୍ଚଳରେ ଛଟପଟ ହେଉଛୁ। ଆଖି ପୋଡ଼ୁଛି, ନାକ ପୋଡ଼ୁଛି। ଶୀତ ଦିନ ଆସିଲାଣି ଯେ, ଏବେ ପ୍ରଦୂଷଣ ମାତ୍ରା ବଢ଼ିଗଲାଣି।
ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିବ ଯୁଦ୍ଧ ବିମାନ ମିରାଜ-୨୦୦୦ ।
CBI ଅଧିକାରୀ ହେଲେ ହଟହଟା। ଢେଙ୍କାନାଳରେ ଜଣେ ଯୁବକଙ୍କୁ ସିବିଆଇ ପଚରାଉଚରା କରିବାକୁ ଯାଇଥିଲା। ହେଲେ ସିବିଆଇ ଅଧିକାରୀଙ୍କୁ ଗାଁର ମହିଳା ଏମିତି ଅବସ୍ଥା କଲେ ଯେ, ସ୍ଥାନୀୟ ପୋଲିସ୍ ନାକେଦମ
ବ୍ରାହ୍ମଣୀ ନଦୀରେ ବିଶାଳକାୟ ବିଷ୍ଣୁମୂର୍ତ୍ତି। ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି? ଏବେ ଡର ଏ ଐତିହ ପୁଣି ଥରେ ନଦୀ ବାଲିରେ ଲିନ୍ନ ହୋଇ ଯିବନି ତ?
ଟିମ୍ ଇଣ୍ଡିଆର ନୂଆ କ୍ୟାପ୍ଟେନ୍, ନୂଆ କୋଚ୍ । କାଲିଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି ଟ୍ବେଣ୍ଟି ସିରିଜକୁ ଓହ୍ଲାଇବ ଭାରତI
କୁଳଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି? ଇପ୍ସିତା କହିଲେ, ଆମେ ଦୁହେଁ ଏମିତି ମିଶିଲୁ କି ଲୋକମାନେ ବାଧ୍ୟ କଲେ ବିବାହ କରିବା ପାଇଁ...ସେପଟେ କୁଳଦୀପ କହିଲେ ଲୋକଙ୍କ ଭଲ ପାଇବାରୁ ସବୁ ହେଲା ସମ୍ଭବ
କଂଗ୍ରେସିଆଙ୍କ ବନ୍ଦ ବେଳେ ହଠାତ୍ ଗାଡ଼ି ଆଡ଼କୁ ମାଡ଼ିଗଲେ ଭାଲୁ ଭାଇ। ଆଉ ତା’ପରେ ଡ୍ରାଇଭରଙ୍କୁ ଗୁଡ଼ାଏ ତେଲଗୁରେ ଗପିଲେ...ବୁଝାଇ ସୁଝାଇ ଉପମା ଓ ତରକାରୀ ବଢାଇ ଦେଲେ। ଏ ବନ୍ଦ ବେଳେ ଖାଇବାକୁ ଦେଲେ ତାରାରେ ନାରଣ..
ଆର୍ୟନ ଖାନ୍ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....
ଫୁଲବାଣୀର ଦୁଇ ଭଉଣୀଙ୍କ ଚମତ୍କାରୀ ଶକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟି ବାନ୍ଧି ମଧ୍ୟ ବହିରେ ପାଠ ପଢୁଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଅଟେ । lତେବେ ଏହା ଏକ ଅଲୌକିକ ଶକ୍ତି ନା ଭଗବାନଙ୍କ ଶୁଭ ଦୃଷ୍ଟି ରହିଛି ଏହି ୨ ଭଉଣୀଙ୍କ ଉପରେ ।
ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ।
ବାଡ଼ିରେ ଫଳିଛି କରୋନା କାକୁଡ଼ି । ଅବିକଳ ଭାଇରସ୍ ଆକୃତିର । ନଦେଖିଲେ ବିଶ୍ୱାସ ହେବନି । ଆଉ ଏହି କରୋନା ସଦୃଶ କାକୁଡ଼ି ଦେଖିବାକୁ ଛୁଟୁଛି ଲୋକଙ୍କ ଭିଡ଼ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ ।
ଦାନା ଛଡ଼ାଇଲା ଲଘୁଚାପ ବର୍ଷାI ଜମିରେ ବତୁରୁଛି ପାଚିଲା ଧାନ, ଗଛରେ ଥାଇ ଗଜା ହେଲାଣି ଧାନ।ସରକାରଙ୍କୁ ଚାଷୀଙ୍କ ନିବେଦନ, ଶୀଘ୍ର କ୍ଷତିପୂରଣ ଦେବାକୁ ସରକାରଙ୍କୁ ଚାଷୀଙ୍କ ନିବେଦନ। ଏଣେ ଉତ୍ତର ଓ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ
ମୁଁହରେ କଳା ପଟି , ହାତରେ କଳା ପତାକା ଧରି କନିଷ୍ଠ ଶିକ୍ଷକଙ୍କ ନାରାରେ କମ୍ପିଲା ବିଧାନ ସଭା। ବିଧାନସଭାକୁ ଧସେଇ ପଶିବାକୁ ଶିକ୍ଷକ ଆଶାୟୀଙ୍କ ଉଦ୍ୟମ। ଯୋଗ୍ୟତା ସତ୍ତ୍ୱେ ଚାକିରି ମିଳୁନଥିବା ଅଭିଯୋଗ ।ପୁଣି ଡ୍ରାଇଭର ଓ ପରିବହନ କର୍ମଚାରୀଙ୍କ ରଣହୁଙ୍କାର
ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲାI କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା, ପିଲାଙ୍କ ମନରେ ଖୁସି ହେଲେ ଶଙ୍କାରେ ଅଭିଭାବକଙ୍କ ମନରେ ଦକ
ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ହୋଇପାରେ ଲକଡାଉନ୍ । ସୁପ୍ରିମକୋର୍ଟରେ କେଜ୍ରିଓ୍ୱାଲ୍ ସରକାରଙ୍କ ସତ୍ୟପାଠ ଦାଖଲ । ୨୪ ଘଣ୍ଟାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଦେଲେ ଆଦେଶ।
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି.. ଏକ ସାଂଘାତିକ ଅଭିଯୋଗ ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ହୋଇ ସେ ବିଧାନସଭା ଆସିଲେ ପବିତ୍ର ଗୃହର ଅମର୍ଯ୍ୟାଦା ହେବ.. ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବସେଇ ଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା
ପଞ୍ଚାୟତନ ନିର୍ବାଚନ ଆଗରୁ କଂଗ୍ରେସକୁ ମିଳିଲା ଆଉ ଏକ ଝଟକା.. କଂଗ୍ରେସର ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି।